Skip to main content

ଦେବର୍ଷି ନାରଦ



ଦେବର୍ଷି ନାରଦ - ଏଇ ନାମ ଟି ଭାରତ ର କୋଣେ ଅନୁକୋଣେ ସମସ୍ତଙ୍କୁ ଜଣା | ଘରେ ପିଲାମାନେ ମାଡ଼ପିଟ ହେଲାବେଳେ ଆମେ କହୁ "ଏଇଟା କଳିହା ନାରଦ" ଟିଏ | କେହି ଜଣେ ଚୁଗୁଲିଆ ପ୍ରକୃତି ର ଲୋକ କୁ ଦେଖି ଦେଲେ ଆମ ପାଟି ରୁ ବାହାରି ପଡେ "ଆରେ କଳିହା ନାରଦ" ଆସିଗଲା | ହେଲେ ଆପଣ ମାନେ ମନେ ପକେଇ କହିଲେ, ଦେବର୍ଷି ନାରଦ କଣ ସତରେ କେଉଁଠି କଳି ଲଗେଇ ଥିଲେ? ସେ ତ ଯେଉଁଠି ଆବିର୍ଭାବ ହୁଅନ୍ତି ସେଠି 'ନାରାୟଣ... ନାରାୟଣ... ନାରାୟଣ' ଶବ୍ଦ ରେ ବାତାବରଣ ପୂରି ଉଠେ | ତାଙ୍କର ଆବିର୍ଭାବ ହୁଏ କୌଣସି ଏକ ଭବିଷ୍ୟ ବାଣୀ କରିବା ପାଇଁ ନଚେତ ସମଗ୍ର ସୃଷ୍ଟି ଉପରେ ମାଡି ଆସୁଥିବା କୌଣସି ବିପତ୍ତି ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରେଇବା ପାଇଁ | ଶିକ୍ଷା, ବ୍ୟାକରଣ, ଆୟୁର୍ବେଦ, ଜ୍ୟୋତିଷ, ବେଦ, ଉପନିଷଦ, ଇତିହାସ, ପୁରାଣ, କବି, ମହାପଣ୍ଡିତ, ସଂଗୀତ ବିଶାରଦ ଏବଂ ଆହୁରି କେତେ କଣ ବିଦ୍ୟା ରେ ସେ ଏକାଧାର ରେ ପାରଙ୍ଗମ ଥିଲେ | ଯେଉଁ ମାନେ ହିନ୍ଦୁ ଧର୍ମ ର ମହତ୍ୱ, ଏବଂ ସେଥିରେ ଥିବା ଦେଵାତ୍ମା ମାନଙ୍କର ମହାନତା କୁ ସହ୍ୟ କରି ପାରନ୍ତି ନାହିଁ, ଏଇ ସବୁ ଗୁଜବ କେବଳ ସେମାନଙ୍କ ଦ୍ୱାରା ପ୍ରଚାରିତ ହୋଇଥାଏ, ହିନ୍ଦୁ ଧର୍ମ ଓ ସଂସ୍କୃତି କୁ ଗୌଣ ଦର୍ଶାଇବା ପାଇଁ | ତେଣୁ ସେସବୁ ଚକ୍ରାନ୍ତ ରେ ପଡନ୍ତୁ ନାହିଁ, ସବୁ ଧର୍ମ ଗ୍ରନ୍ଥ ନିଜେ ହିଁ ପଢନ୍ତୁ, ବୁଝନ୍ତୁ ଏବଂ ପିଲାମାନଙ୍କୁ ବୁଝାନ୍ତୁ, ଆମର ଓ ଦେଶର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ |


ଆଚ୍ଛା, କହିଲେ ଦେଖି, ନାରଦଙ୍କ ଭଳି ଦେଵାତ୍ମା କଣ କେବେ କଳିହା ହୋଇ ପାରନ୍ତି? ଥରେ ଭାବି ଦେଖନ୍ତୁ ଏବଂ ଏଭଳି ବଦନାମ କରିବାର ଅଭିପ୍ରାୟ କଣ ହୋଇପାରେ, କମେନ୍ଟ ରେ ଲେଖି ଜଣାନ୍ତୁ |

Comments

Popular posts from this blog

My Addiction to Technology.

  I keep hearing everyday within my family, my friend circle and everyone else that I meet regularly, about my addiction to tech gadgets. Let’s give it some thought to see how true is that. Oxford dictionary quotes “ The fact or condition of being addicted to a particular substance or activity “. Cambridge dictionary days “ An inability to stop doing our using something, especially something harmful “. Look at the second definition, it also says “something harmful”, which is a very relative thing. Horse riding can be very harmful for some whereas it’s the bread and butter for a jockey or a Polo player. Operating the blast furnace of a steel plant can be extremely dangerous, but it’s the job for the operator. A priest goes to temple everyday and spends most of the day there, is he addicted to it? My father used to go to work everyday, was he addicted too? Nope, they were doing their jobs. Fair enough, then how can anyone call me addicted? Do I waste time chatting with buds on WhatsApp

Benefits and side effects of Green Tea

  Health Benefits Of Drіnkіng Grееn Tea Millions оf реорlе around the wоrld enjoy a hot сuр оf tea еvеrу day. Today, tea is considered аѕ thе most wіdеlу соnѕumеd bеvеrаgе іn thе world, ѕесоnd tо wаtеr. Tеа соmеѕ іn three varieties nаmеlу ооlоng, blасk and grееn tea. Amоng thеѕе, grееn tea hаѕ the hіghеѕt соnсеntrаtіоn оf the роwеrful аntіоxіdаnt called catechin polyphenols. Drіnkіng green tеа еvеrу dау іѕ hіghlу rесоmmеndеd tоdау to kеер bоdу healthy and hеlр рrеvеnt certain dіѕеаѕе. Thеѕе аntіоxіdаntѕ hеlр fіght frее rаdісаlѕ that are knоwn tо bе a mаjоr соntrіbutіng factor tо аgіng аnd сеll degeneration. Green tea is mаdе frоm fresh unfеrmеntеd leaves оf Cаmеllіа sinensis; іt has lеѕѕ amount оf саffеіnе соmраrеd tо blасk tеа and oolong tea. Hеаlth bеnеfіtѕ of drіnkіng tеа wеrе dіѕсоvеrеd аѕ еаrlу аѕ 4000 уеаrѕ аgо in Chіnа, аnd іt wаѕ initially knоwn tо сurе gеnеrаl bоdу aches аnd раіnѕ, constipation and dерrеѕѕіоn. Rеѕеаrсh ѕhоwѕ that drinking tea іѕ mоrе thаn juѕt еnjоуіng a flаv

How Does The JIO Set Top Box (STB) Work?

I’ve been asked this question numerous times by different people. JIO is still a new entrant in Fiber Broadband space hence not many people know about the details. Surprisingly, a few months ago when I got my JIOFiber installed, the technicians who came to my premises to install it, were not very knowledgeable about their product. Let me tell you my story here: Where would somebody want to use a STB? Definitely with the TV, isn’t it? My TV is in my living room and my computer where I need the internet is in another room. So I got the JIOFiber cabling done to the room where I have my computer and they installed the JIO router there too. When the time came for installing the STB they asked me for the TV and I showed them the living room. Then they said that the STB must be connected to the router via LAN cable, hence it can’t be installed in the other room because that’ll require additional cabling/wiring. Having no solution in mind at that moment I agreed to their suggestion of installi