Skip to main content

ହୋଲି ପର୍ବ ବିଷୟରେ କିଛି କଥା : "Holi", how this colorful festival is gradually disappearing.

 

ହୋଲି” ଶବ୍ଦ ଟି ମନରେ ଆଣିଦିଏ ଏକ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା I ଏହା ଏକ ଏମିତି ପର୍ବ ଯେଉଁଥିରେ ଚିହ୍ନା ଅଚିହ୍ନା, ଆପଣା ପର ଭଳି ଭେଦଭାବ ନଥାଏ I ହେଲେ ଆଜିକାଲି ଆଉ କଣ ହୋଲି ଆଗ ଭଳି ପାଳନ କରା ହେଉଛି? କେତେକ ଜାଗାରେ ନିଶ୍ଚୟ ହେଉଛି I ଉତ୍ତର ଭାରତ ର ପ୍ରାୟ ସବୁ ଜାଗାରେ ହୋଲି ଏବେବି ବହୁତ ଧୂମଧାମ ରେ ପାଳନ କରା ଯାଉଛି I ତା ଛଡା ମହାରାଷ୍ଟ୍ର ଏବଂ ପୂର୍ବ ଭାରତ ର କେତେକ ରାଜ୍ୟ ରେ ମଧ୍ୟ ହୋଲି ଏବେ ମଧ୍ୟ ଖୁବ ଭଲ ଭାବରେ ପାଳନ କରା ଯାଉଛି ବୋଲି ମୁଁ ଶୁଣିବାକୁ ପାଏ I

 

ହେଲେ ସହରାଞ୍ଚଳ ଗୁଡିକରେ ପ୍ରାୟ ଲୋକମାନେ ହୋଲି ଖେଳିବା ଛାଡି ସାରିଲେଣି I ଆଉ ଏହା ନିରାଧାର ନୁହେଁ, ଏହା ପଛରେ ଅନେକ ଗୁଡିଏ କାରଣ ମଧ୍ୟ ଅଛି I ଆସନ୍ତୁ ଦେଖିବା ସେସବୁ କାରଣ ଗୁଡିକ କଣ:

 

ଆପଣମାନେ ମୋ ସହିତ ନିଶ୍ଚୟ ସହମତ ହେବେ ଯେ ହୋଲି ସମୟରେ ହିଁ ପ୍ରାୟ ସବୁ ସ୍କୁଲ ଗୁଡିକରେ annual examination ଚାଲିଥାଏ କିମ୍ବା ଆରମ୍ଭ ହେବାକୁ ଯାଉଥାଏ I ଆଜିକାଲି ଦୁନିଆରେ ସବୁକ୍ଷେତ୍ର ରେ ଚାଲିଥିବା competition କୁ ଦେଖି parents ମାନେ ପାଠପଢ଼ା ଓ ପରୀକ୍ଷା କୁ ବହୁତ serious ଭାବେ ନେଉଛନ୍ତି I ସେଥିପାଇଁ ହେଇଯାଉଛି ପିଲାମାନଙ୍କର ହୋଲି ବନ୍ଦ ଏବଂ ପାଠପଢ଼ା ଚାଲୁ I

 

ହୋଲି ଖେଳରେ କେତେକ risk ମଧ୍ୟ ଅଛି, ଅସାମାଜିକ ଲୋକମାନେ ହୋଲି ରଙ୍ଗ ଆଢୁଆଳ ରେ ଅନୈତିକ କାର୍ଯ୍ୟ କଳାପ କରି ଥାନ୍ତି I ଏହି କାରଣରୁ ବି ଅନେକ ଲୋକ ହୋଲି ଖେଳିବାକୁ ପସନ୍ଦ କରନ୍ତି ନାହିଁ I

 

ରାସାୟନିକ (chemical) ରଙ୍ଗ ର ବ୍ୟବହାର ହେଉଛି ଆଉ ଏକ କାରଣ ଯାହା ଯୋଗୁ ଲୋକେ ହୋଲି ଖେଳିବାକୁ ପଛଘୁଞ୍ଚା ଦେଉଛନ୍ତି I ଏଭଳି ରଙ୍ଗ ରେ ଖେଳିଲେ ନାନା ପ୍ରକାର skin irritation ହୋଇଥାଏ I କିଛି ଲୋକ ହୋଲି ଖେଳିଲା ବେଳେ ଭଲ ମନ୍ଦ ନଭାବି ଆଖି ଏବଂ ପାଟି ରେ ମଧ୍ୟ ରଙ୍ଗ ମାରି ଦିଅନ୍ତି, ଏହା ସ୍ୱାସ୍ଥ୍ୟ ପାଇଁ ନିହାତି ଭାବେ କ୍ଷତି କାରକ I

 

ଆଜିକାଲି ଆଉ ଏକ ବଡ କାରଣ ହେଲା ପାଣି ର ଅଭାବ I ପ୍ରାୟ ସବୁ ସହରାଞ୍ଚଳ ରେ ବର୍ତମାନ ପାଣି ର ସମସ୍ୟା ଦେଖା ଦେଲାଣି I କେଉଁଠି ବହୁତ ବେଶୀ ତ କେଉଁଠି ଟିକିଏ କମ I ଏହି ଅବସ୍ଥାରେ ଯଦି ହୋଲି ଖେଳିବେ ତାହେଲେ ଗାଧୋଇବେ କେଉଁଠି?

 

ତଳେ ମୁଁ କିଛି ଫଟୋ ଦେଇଛି ଯେଉଁଠି ଆପଣ ମାନେ ଦେଖି ପାରିବେ ଯେ ଆମ generation ସ୍କୁଲ ରେ ପଢିବା ସମୟରେ ହୋଲି ର ଫଟୋ ଗୁଡିକ କେମିତି ଦିଶୁଥିଲା ଆଉ ଏବେ କେମିତି ଦିଶୁଛି:

 

ଏଇ ଭଳି ଥିଲା ଆମ ପିଲାବେଳର ହୋଲି:

ଆଉ ଏହିଭଳି ଦିଶୁଛି ଆଜିକାଲିର ହୋଲି:

 

ହେଲେ ମୋର ବିଶ୍ୱାସ ଏସବୁ ଅସୁବିଧା ସତ୍ୱେ ଆମେ ଛୋଟ ପିଲା ମାନଙ୍କୁ ଖେଳିବାକୁ ଉତ୍ସାହିତ କରିବା ଉଚିତ I ସେମାନଙ୍କ ଗାଧୋଇବା ପାଇଁ ବେଶୀ ପାଣି ର ଆବଶ୍ୟକତା ପଡିବ ନାହିଁ ଆଉ ଆମେ ସେମାନଙ୍କୁ ଖେଳିବା ପାଇଁ natural colour ଦେଇ ପାରିବା ଯାହା କ୍ଷତିକାରକ ନୁହେଁ I ସ୍କୁଲ ଗୁଡିକ ମଧ୍ୟ ହୋଲି ପୂର୍ବରୁ ଯଦି ପରୀକ୍ଷା ସାରିଦେଇ ପାରନ୍ତେ ତେବେ ଖୁବ ଭଲ ହୁଅନ୍ତା, କାରଣ ଛୋଟ ପିଲା ମାନେ ହିଁ ଏହି ପର୍ବ କୁ ସର୍ବାଧିକ ଉପଭୋଗ କରିଥାନ୍ତି ଏବଂ ତା ଦ୍ୱାରା ଏହି ଅତ୍ୟନ୍ତ ଲୋକପ୍ରିୟ ପର୍ବଟି ଜନମାନସରୁ ଲୁପ୍ତ ହୋଇ ଯିବ ନାହିଁ I ନହେଲେ ଆମର ନାତି ନାତୁଣୀ ମାନଙ୍କୁ କେବଳ ପୁରୁଣା ଫଟୋ ଦେଖାଇ ହୋଲି ବିଷୟରେ ଅବଗତ କରିବାକୁ ପଡିବ, ଭଗବାନ କରନ୍ତୁ ସେ ଦିନ କେବେ ନ ଆସୁ I

Comments

Popular posts from this blog

My Addiction to Technology.

  I keep hearing everyday within my family, my friend circle and everyone else that I meet regularly, about my addiction to tech gadgets. Let’s give it some thought to see how true is that. Oxford dictionary quotes “ The fact or condition of being addicted to a particular substance or activity “. Cambridge dictionary days “ An inability to stop doing our using something, especially something harmful “. Look at the second definition, it also says “something harmful”, which is a very relative thing. Horse riding can be very harmful for some whereas it’s the bread and butter for a jockey or a Polo player. Operating the blast furnace of a steel plant can be extremely dangerous, but it’s the job for the operator. A priest goes to temple everyday and spends most of the day there, is he addicted to it? My father used to go to work everyday, was he addicted too? Nope, they were doing their jobs. Fair enough, then how can anyone call me addicted? Do I waste time chatting with buds on WhatsApp

Benefits and side effects of Green Tea

  Health Benefits Of Drіnkіng Grееn Tea Millions оf реорlе around the wоrld enjoy a hot сuр оf tea еvеrу day. Today, tea is considered аѕ thе most wіdеlу соnѕumеd bеvеrаgе іn thе world, ѕесоnd tо wаtеr. Tеа соmеѕ іn three varieties nаmеlу ооlоng, blасk and grееn tea. Amоng thеѕе, grееn tea hаѕ the hіghеѕt соnсеntrаtіоn оf the роwеrful аntіоxіdаnt called catechin polyphenols. Drіnkіng green tеа еvеrу dау іѕ hіghlу rесоmmеndеd tоdау to kеер bоdу healthy and hеlр рrеvеnt certain dіѕеаѕе. Thеѕе аntіоxіdаntѕ hеlр fіght frее rаdісаlѕ that are knоwn tо bе a mаjоr соntrіbutіng factor tо аgіng аnd сеll degeneration. Green tea is mаdе frоm fresh unfеrmеntеd leaves оf Cаmеllіа sinensis; іt has lеѕѕ amount оf саffеіnе соmраrеd tо blасk tеа and oolong tea. Hеаlth bеnеfіtѕ of drіnkіng tеа wеrе dіѕсоvеrеd аѕ еаrlу аѕ 4000 уеаrѕ аgо in Chіnа, аnd іt wаѕ initially knоwn tо сurе gеnеrаl bоdу aches аnd раіnѕ, constipation and dерrеѕѕіоn. Rеѕеаrсh ѕhоwѕ that drinking tea іѕ mоrе thаn juѕt еnjоуіng a flаv

Learning Stock Market Trading on YouTube

Just try to search something about stock trading in Youtube and you’ll be bombarded with enormous number of videos teaching you how to make profits in the stock market. These days COVID19 is at its peak probably, people are suffering, Governments are trying their best to educate people and restore normalcy. However most importantly there is a fear of job loss in every working person’s mind almost. Some jobs have definitely been lost but new opportunities are also opening up, and it’ll certainly take more time for a complete normalcy to return. Probably this is why people are looking for a second income and hence exploring stock trading as an option. I have seen many people who were never interested in stock markets before COVID19, are now learning the same. There are thousands of videos in Youtube teaching stock market trading to common people. Some people have started stock trading during COVID19, maybe because they were really interested in it and the lockdown gave them a chance to e