Janata Curfew: An Experience | ଜନତା କର୍ଫ୍ୟୁ ର ଅଭିଜ୍ଞତା

ଆଜି ୨୦୨୦ ମସିହା ମାର୍ଚ୍ଚ ମାସ ୨୨ ତାରିଖ ରବିବାର | ପୂରା ଭାରତ ଏହାକୁ ଜନତା କର୍ଫ୍ୟୁ (janata curfew) ଭାବରେ ପାଳନ କରୁଥିବାରୁ ଏଇ ଦିନଟି ଆମ ଇତିହାସ ରେ ନିଶ୍ଚୟ ଏକ ସ୍ଥାନ ପାଇବ ବୋଲି ମୋର ବିଶ୍ୱାସ | ନା ନା, ଭାବନ୍ତୁନି ଯେ ମୁଁ ଏଠି ଆପଣ ମାନଙ୍କୁ ଜନତା କର୍ଫ୍ୟୁ (janata curfew) ପାଳନ କରିବା ପାଇଁ ଉପଦେଶ ଦେବା ଆରମ୍ଭ କରି ଦେଲିଣି ବୋଲି | ଆରେ…

Continue Reading Janata Curfew: An Experience | ଜନତା କର୍ଫ୍ୟୁ ର ଅଭିଜ୍ଞତା