Browsing Category:Odia Articles

%e0%ac%b9%e0%ad%8b%e0%ac%b2%e0%ac%bf-%e0%ac%aa%e0%ac%b0%e0%ad%8d%e0%ac%ac-%e0%ac%ac%e0%ac%bf%e0%ac%b7%e0%ad%9f%e0%ac%b0%e0%ad%87-%e0%ac%a6%e0%ad%81%e0%ac%87-%e0%ac%aa%e0%ac%a6-%e0%ac%95%e0%ac%a5
Life & Society, Odia Articles

ହୋଲି ପର୍ବ ବିଷୟରେ କିଛି କଥା : “Holi”, how this colorful festival is gradually disappearing.

0 Comments
 "ହୋଲି" ଶବ୍ଦ ଟି ମନରେ ଆଣିଦିଏ ଏକ ଅଦ୍ଭୁତ ଉତ୍ସାହ ଓ ଉଦ୍ଦୀପନା I ଏହା ଏକ ଏମିତି ପର୍ବ ଯେଉଁଥିରେ ଚିହ୍ନା ଅଚିହ୍ନା, ଆପଣା ପର ଭଳି ଭେଦଭାବ ନଥାଏ I ହେଲେ ଆଜିକାଲି ଆଉ କଣ ହୋଲି ଆଗ ଭଳି ପାଳନ କରା ହେଉଛି?...
Continue reading
Share
quiz-time-%e0%ac%95%e0%ad%81%e0%ac%87%e0%ac%9c%e0%ac%bc-%e0%ac%9f%e0%ac%be%e0%ac%87%e0%ac%ae-%e0%ad%a8%e0%ad%a6-%e0%ad%a6%e0%ad%a8-%e0%ad%a8%e0%ad%a6%e0%ad%a7%e0%ad%ae
Odia Articles

Odia Quiz Time : କୁଇଜ଼ ଟାଇମ : ୨୦-୦୨-୨୦୧୮

9 Comments
 ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସବୁତକ ପ୍ରଶ୍ନର ଠିକ ଉତ୍ତର ଦେଇଥିବା ପ୍ରତିଯୋଗୀ ମାନେ ହେଲେ: Malaya-Jena (Malaya)Saroj-Kumar-Das (Saroj Kumar)Somya-Nayak (Somya)Amiya-Sha (Amiya)Jyotsna-Rani-Das (Jyotsna Rani) ଏମାନଙ୍କ ମଧ୍ୟରୁ ସର୍ବପ୍ରଥମେ ସବୁତକ ଉତ୍ତର ସଠିକ ଭାବରେ ଦେଇ Winner ହୋଇଥିବା ପ୍ରତିଯୋଗୀ ଜଣକ ହେଉଛନ୍ତି: Jyotsna-Rani-Das (Jyotsna Rani) ବିଜୟୀ...
Continue reading
Share
facts-myths-rice-ghee-sugar
Fitness & Sports, Food, Health, Odia Articles

Myths & Facts about Rice, Ghee & Sugar | ଭାତ, ଘିଅ ଏବଂ ମିଠା ଖାଇବା ନିହାତି ଦରକାର କାହିଁକି |

0 Comments

ବନ୍ଧୁଗଣ ଏଇଟା କିଛି ନୂଆ ବିଷୟ ନୁହେଁ, ହେଲେ ଏହା ଏମିତି ଏକ ବିଷୟ ଯାହା କଥା ପଡିଲେ ପାଟିରେ ଲାଳ ଆସିଯାଏ | ଏହାର ନାମ ହେଲା ଖାଦ୍ୟ | ଖାଦ୍ୟକୁ ପୁଣି ନାନା ପ୍ରକାରରେ ବିଭକ୍ତ କର ଯାଇଛି, ଯେମିତିକି ଫୂଡ଼, ଜଙ୍କ ଫୂଡ଼, ଡାଏଟ ଫୂଡ଼ ଇତ୍ୟାଦି |

ଫୂଡ଼: ସାଧାରଣ ଖାଦ୍ୟ, ସମସ୍ତେ ଖାଆନ୍ତି, ସମସ୍ତଙ୍କ ଘରେ ତିଆରି ହୁଏ, ସବୁ ପ୍ରକାର ଖାଦ୍ୟସାର ଏଥିରେ ମହଜୁଦ ଥାଏ | ଏହି ଖାଦ୍ୟ ଖାଇ ଆମ ବାପା ଅଜା ଦୀର୍ଘ ଏବଂ ନିରୋଗ ଜୀବନ ଯାପନ କରିଥିଲେ, ହେଲେ ଏବେ ଏଥିରୁ ଅନେକ ଗୁଡିକୁ ସ୍ୱାସ୍ଥ୍ୟ ପାଇଁ ଅହିତକାରୀ ବୋଲି ଆଖ୍ୟା ଦିଆ ଯାଇଛି |

Continue reading
Share
Odia Articles

Quiz Time : କୁଇଜ଼ ଟାଇମ : ୦୬-୧୨-୨୦୧୭

20 Comments
ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସବୁତକ ପ୍ରଶ୍ନର ଠିକ ଉତ୍ତର ଦେଇଥିବା ପ୍ରତିଯୋଗୀ ମାନଙ୍କର ନାମ ତଳେ ଦିଆ ଯାଇଛି:Om-Rakun (Om)Kalpana-Swain (Kalpana)Bishnu-Panda (Bishnu)Niyati-Priyadarsini-Nayak (Niyati Priyadarsini)Lalitendu-Tripathy (Lalitendu)ଏମାନଙ୍କ ମଧ୍ୟରୁ ସର୍ବପ୍ରଥମେ ସବୁତକ ଉତ୍ତର ସଠିକ ଭାବରେ ଦେଇ ବିଜୟୀ ହୋଇଥିବା ପ୍ରତିଯୋଗୀ ଜଣକ ହେଉଛନ୍ତି:Lalitendu-Tripathy (Lalitendu)ବିଜୟୀ ପ୍ରତିଯୋଗୀଙ୍କୁ...
Continue reading
Share
advantages-drinking-warm-water-%e0%ac%97%e0%ac%b0%e0%ac%ae-%e0%ac%aa%e0%ac%be%e0%ac%a3%e0%ac%bf-%e0%ac%aa%e0%ac%bf%e0%ac%87%e0%ac%ac%e0%ac%be%e0%ac%b0-%e0%ac%89%e0%ac%aa%e0%ac%95%e0%ac%be
Fitness & Sports, Food, Health, Odia Articles

Advantages of drinking warm water | ଗରମ ପାଣି ପିଇବାର ଉପକାରିତା

4 Comments

 

Advantages of drinking warm water ଅର୍ଥାତ ଗରମ ପାଣି ପିଇବାର ଉପକାରିତା। ଗରମ ପାଣି ମାନେ ଫୁଟନ୍ତା ପାଣି ନୁହେଁ, ଉଷୁମ ପାଣି, ସର୍ବାଧିକ ଯେତିକି ଗରମ ପିଇ ପାରିବେ। ଆପଣ ମାନେ ଅନେକ ଲୋକଙ୍କ ଠାରୁ ଶୁଣିଥିବେ ଯେ ଗରମ ପାଣି ପିଇଲେ ବହୁତ ଭଲ, ଥଣ୍ଡା ଧରେ ନାହିଁ, ଓଜନ କମାଇ ଦିଏ, cholesterol କମ କରି ଦିଏ ଇତ୍ୟାଦି, ସେଇ କଥା ସବୁ କେତେଦୂର ଯୁକ୍ତିଯୁକ୍ତ ତାହା ଆମେ ଆଲୋଚନା କରିବା।

ସାଧାରଣତଃ ଥଣ୍ଡା ପାଣି ପିଇଲେ ଆମକୁ ଖୁବ ଶାନ୍ତି ଲାଗେ। ଆମେ ସେଥିରେ ଅଭ୍ୟସ୍ତ, ସେଥିପାଇଁ ସେମିତି ଲାଗେ ବୋଧହୁଏ। ହେଲେ ଥଣ୍ଡା ପାଣି ପିଇଲେ କିଛିଟା କ୍ଷତି ମଧ୍ୟ ହୋଇଥାଏ। ଯେଉଁ ପାଣି ଥଣ୍ଡା କିମ୍ବା ଗରମ ନଥାଏ ତାହା ଭଲ, ହେଲେ ଗରମ ପାଣି ପିଇବା ତା ଠାରୁ ମଧ୍ୟ ଭଲ ବୋଲି ଅନେକ ଲୋକ କହିଥାନ୍ତି ।

Continue reading
Share