Myths & Facts about Rice, Ghee & Sugar | ଭାତ, ଘିଅ ଏବଂ ମିଠା ଖାଇବା ନିହାତି ଦରକାର କାହିଁକି |

ବନ୍ଧୁଗଣ ଏଇଟା କିଛି ନୂଆ ବିଷୟ ନୁହେଁ, ହେଲେ ଏହା ଏମିତି ଏକ ବିଷୟ ଯାହା କଥା ପଡିଲେ ପାଟିରେ ଲାଳ ଆସିଯାଏ | ଏହାର ନାମ ହେଲା ଖାଦ୍ୟ | ଖାଦ୍ୟକୁ ପୁଣି ନାନା ପ୍ରକାରରେ ବିଭକ୍ତ କର ଯାଇଛି, ଯେମିତିକି ଫୂଡ଼, ଜଙ୍କ ଫୂଡ଼, ଡାଏଟ ଫୂଡ଼ ଇତ୍ୟାଦି | ଫୂଡ଼: ସାଧାରଣ ଖାଦ୍ୟ, ସମସ୍ତେ ଖାଆନ୍ତି, ସମସ୍ତଙ୍କ ଘରେ ତିଆରି ହୁଏ, ସବୁ ପ୍ରକାର ଖାଦ୍ୟସାର ଏଥିରେ ମହଜୁଦ ଥାଏ | ଏହି ଖାଦ୍ୟ ଖାଇ ଆମ […]

Read More