Odia Articles

Odia Quiz Time : କୁଇଜ଼ ଟାଇମ : ୨୦-୦୨-୨୦୧୮

Spread the love

 

ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସବୁତକ ପ୍ରଶ୍ନର ଠିକ ଉତ୍ତର ଦେଇଥିବା ପ୍ରତିଯୋଗୀ ମାନେ ହେଲେ:

Malaya-Jena (Malaya)

Saroj-Kumar-Das (Saroj Kumar)

Somya-Nayak (Somya)

Amiya-Sha (Amiya)

Jyotsna-Rani-Das (Jyotsna Rani)

 

ଏମାନଙ୍କ ମଧ୍ୟରୁ ସର୍ବପ୍ରଥମେ ସବୁତକ ଉତ୍ତର ସଠିକ ଭାବରେ ଦେଇ Winner ହୋଇଥିବା ପ୍ରତିଯୋଗୀ ଜଣକ ହେଉଛନ୍ତି:

Jyotsna-Rani-Das (Jyotsna Rani)

 

ବିଜୟୀ ପ୍ରତିଯୋଗୀଙ୍କୁ ଆମର ଅନେକ ଅନେକ ଅଭିନନ୍ଦନ | ଆମ ସାଇଟରେ ରେଜିଷ୍ଟ୍ରସନ କରିବା ସମୟରେ ସେ ଯେଉଁ email ବ୍ୟବହାର କରିଥିଲେ, ଆମେ ସେହି email କୁ ତାଙ୍କର ଉପହାରଟି (Amazon Gift Voucher of Rs 500/-) ପଠାଇ ଦେଇ ସାରିଛୁ, ଆଶା ତାଙ୍କୁ ନିଶ୍ଚୟ ପସନ୍ଦ ଆସିବ, ଧନ୍ୟବାଦ |

 

ଆମର ବିଶ୍ୱାସ ଆପଣମାନେ ସମସ୍ତେ ଏହି ଛୋଟ ପ୍ରୋଗ୍ରାମଟିକୁ ଉପଭୋଗ କରିଥିବେ ଏବଂ ଆମେ ଏହିଭଳି ଆହୁରି ପ୍ରୋଗ୍ରାମ ଯେତେ ଶୀଘ୍ର ସମ୍ଭବ କରିବାକୁ ଚେଷ୍ଟା କରିବୁ | ଅନୁରୋଧ ଆପଣମାନେ ଆପଣଙ୍କର ମତାମତ Comment ମାଧ୍ୟମରେ ଜଣାଇବେ | ଧନ୍ୟବାଦ |


Spread the love
READ  Myths & Facts about Rice, Ghee & Sugar | ଭାତ, ଘିଅ ଏବଂ ମିଠା ଖାଇବା ନିହାତି ଦରକାର କାହିଁକି |

About Anindra

Kindly refer to the About Me page at http://www.anindrasblog.com/about-me
View all posts by Anindra →

9 thoughts on “Odia Quiz Time : କୁଇଜ଼ ଟାଇମ : ୨୦-୦୨-୨୦୧୮

Leave a Reply