Odia Articles

Quiz Time : କୁଇଜ଼ ଟାଇମ : ୦୬-୧୨-୨୦୧୭


ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସବୁତକ ପ୍ରଶ୍ନର ଠିକ ଉତ୍ତର ଦେଇଥିବା ପ୍ରତିଯୋଗୀ ମାନଙ୍କର ନାମ ତଳେ ଦିଆ ଯାଇଛି:
Om-Rakun (Om)
Kalpana-Swain (Kalpana)
Bishnu-Panda (Bishnu)
Niyati-Priyadarsini-Nayak (Niyati Priyadarsini)
Lalitendu-Tripathy (Lalitendu)

ଏମାନଙ୍କ ମଧ୍ୟରୁ ସର୍ବପ୍ରଥମେ ସବୁତକ ଉତ୍ତର ସଠିକ ଭାବରେ ଦେଇ ବିଜୟୀ ହୋଇଥିବା ପ୍ରତିଯୋଗୀ ଜଣକ ହେଉଛନ୍ତି:
Lalitendu-Tripathy (Lalitendu)

ବିଜୟୀ ପ୍ରତିଯୋଗୀଙ୍କୁ ଆମର ଅନେକ ଅନେକ ଅଭିନନ୍ଦନ | ଆମ ସାଇଟରେ ରେଜିଷ୍ଟ୍ରସନ କରିବା ସମୟରେ ସେ ଯେଉଁ email ବ୍ୟବହାର କରିଥିଲେ, ଆମେ ସେହି email କୁ ତାଙ୍କର ଉପହାରଟି ପଠାଇ ଦେଇ ସାରିଛୁ, ଆଶା ତାଙ୍କୁ ନିଶ୍ଚୟ ପସନ୍ଦ ଆସିବ, ଧନ୍ୟବାଦ |

ଆଶା ଆପଣମାନେ ସମସ୍ତେ ଏହି ଛୋଟ ପ୍ରୋଗ୍ରାମ ଟିକୁ ଉପଭୋଗ କରିଥିବେ ଏବଂ ଆମେ ଏହିଭଳି ଆହୁରି ପ୍ରୋଗ୍ରାମ ଯେତେ ଶୀଘ୍ର ସମ୍ଭବ କରିବାକୁ ଚେଷ୍ଟା କରିବୁ | ଅନୁରୋଧ ଆପଣମାନେ ଆପଣଙ୍କର ମତାମତ କମେନ୍ଟ ମାଧ୍ୟମରେ ଜଣାଇବେ | ଧନ୍ୟବାଦ |


READ  ହୋଲି ପର୍ବ ବିଷୟରେ କିଛି କଥା : "Holi", how this colorful festival is gradually disappearing.

About Anindra

Kindly refer to the About Me page at http://www.anindrasblog.com/about-me
View all posts by Anindra →

20 thoughts on “Quiz Time : କୁଇଜ଼ ଟାଇମ : ୦୬-୧୨-୨୦୧୭

Leave a Reply

This site uses Akismet to reduce spam. Learn how your comment data is processed.